or_tn_old/php/02/30.md

688 B

he came near death

ପାଉଲ ଏଠାରେ ମୃତ୍ୟୁ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠିକି ଜଣେ ଯାଇ ପାରିବ I (ଦେଖ: rc://*/ta/man/translate/figs-metaphor)

fill up what you could not do in service to me

ପାଉଲ ଆପଣା ଅଭାବ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ପାତ୍ର ଥିଲା, ଯାହାକୁ ଏପାଫ୍ରଦିତ ପାଉଲଙ୍କ ନିମନ୍ତେ ଉତ୍ତମ ବିଷୟ ପୂରଣ କଲେ I (ଦେଖ: rc://*/ta/man/translate/figs-metaphor)