or_tn_old/php/02/11.md

673 B

every tongue

ଏଠାରେ “ଜିହ୍ବା” ସମଗ୍ର ବ୍ୟକ୍ତିମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ପ୍ରାଣୀ”(ଦେଖ: rc://*/ta/man/translate/figs-synecdoche)

to the glory of God the Father

ଏଠାରେ “ନିମନ୍ତେ” ଗୌରବକୁ ପ୍ରକାଶ କରେ I “ଗୌରବ” ସହିତ ସେମାନେ ପିତା ଈଶ୍ବରଙ୍କ ପ୍ରଶଂସା କରିବେ” (ଦେଖ: rc://*/ta/man/translate/figs-metaphor)