or_tn_old/php/01/01.md

2.4 KiB

General Information:

ପାଉଲ ଓ ତୀମଥି ଫିଲିପ୍ପୀୟ ମଣ୍ଡଳୀକୁ ଏହି ପତ୍ର ଲେଖିଥିଲେ I କାରଣ ପାଉଲଙ୍କ ଲିଖିତ ପତ୍ରରେ “ମୁଁ” ଶବ୍ଦ ଲେଖୁଛନ୍ତି, ଏହା ସାଧାରଣତଃ ଗ୍ରହଣ କରାଯାଏ ଯେ ସେ ଲେଖକ ଅଟନ୍ତି, ଏବଂ ତିମଥି, ଯେ ତାହାଙ୍କ ସହିତ ଥିଲେ I ଏହି ପତ୍ରରେ ଥିବା ସମସ୍ତ ଦୃଷ୍ଟାନ୍ତ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ଫିଲିପ୍ପୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ ଓ ସେସବୁ ବହୁବଚନ ଅଟନ୍ତି I “ଆମ୍ଭମାନଙ୍କର” ଶବ୍ଦ ସମ୍ଭବତଃ ପାଉଲ, ତୀମଥିଙ୍କୁ ଅନ୍ତର୍ଭୁକ୍ତ କରି ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-you]] ଓ [[rc:///ta/man/translate/figs-inclusive]])

Paul and Timothy ... and deacons

ଯଦି ତୁମମାନଙ୍କ ଭାଷାରେ ପତ୍ରର ଲେଖକଙ୍କ ପରିଚୟ ଦେବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଏ, ତେବେ ତାହା ତୁମେ ଏଠାରେ ବ୍ୟବହାର କର I

Paul and Timothy, servants of Christ Jesus

ତୀମଥି, ଯେ ଖ୍ରୀଷ୍ଟ ଯୀଶୁଙ୍କ ଦାସ ଅଟନ୍ତି

all those set apart in Christ Jesus

ଏହା ସେମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଈଶ୍ବର ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇ ତାହାଙ୍କର ହେବା ନିମନ୍ତେ ମନୋନୀତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଈଶ୍ବରଙ୍କ ଲୋକ ସମସ୍ତେ” କିମ୍ବା “ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବା ସକାଶୁ ଈଶ୍ବରଙ୍କ ହୋଇଥିବା ସମସ୍ତେ”

the overseers and deacons

ମଣ୍ଡଳୀର ଅଧକ୍ଷଗଣ