or_tn_old/mrk/14/intro.md

2.8 KiB
Raw Permalink Blame History

ମାର୍କ ୧୪ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୪:୨୭, ୬୨ ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଆସିଅଛି

ଏହି ଅଧ୍ୟାୟରେ ବିଶେଷ ଧାରଣା

ଶରୀରର ଭୋଜନ ଓ ରକ୍ତ ପାନ

[ମାର୍କ ୧୪:-୨୫] (./22.md) ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ଶେଷ ଭୋଜ ବର୍ଣନା କରେ I ଏହି ସମୟରେ, ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଯାହା ଭୋଜନ କରୁଛନ୍ତି ଓ ପାନ କରୁଛନ୍ତି ତାହା ତାହାଙ୍କର ଶରୀର ଓ ରକ୍ତ I ପ୍ରାୟ ସବୁ ମଣ୍ଡଳୀଗୁଡିକ ଏହି ଭୋଜକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁଭୋଜ”, କିମ୍ବା “ପବିତ୍ର ଭୋଜ” କିମ୍ବା “ପବିତ୍ର ସମ୍ମିଳନ” ପାଳନ କରାଯାଏ I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଆବା, ପିତା

”ଆବା” ଏକ ଆରାମିକ ଶବ୍ଦ ଅଟେ ଯାହା ଯିହୁଦୀମାନେ ସେମାନଙ୍କ ପିତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରନ୍ତି I ମାର୍କ ଏହାକୁ ଏହାର ଉଚ୍ଚାରଣ ଅନୁସାରେ ଲେଖନ୍ତି ଓ ପରେ ଏହାକୁ ଅନୁବାଦ କରନ୍ତି I (ଦେଖ: rc://*/ta/man/translate/translate-transliterate)

”ମନୁଷ୍ୟ ପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ସମ୍ବୋଧନ କରନ୍ତି ([ମାର୍କ ୧୪:](../../mrk/ 14/20.md)) I ତୁମ ଭାଷାରେ ଲୋକମାନେ ଏହିପରି ସମ୍ବୋଧନ କରିବା ନିମନ୍ତେ ଗ୍ରହଣ କରି ନପାରନ୍ତି ଯେପରି ସେମାନେ ଅନ୍ୟ କାହାରି ବିଷୟରେ କହୁଥିଲେ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])