or_tn_old/mrk/14/65.md

1.0 KiB

Some began to

ଗୃହରେ ଥିବା କିଛି ଲୋକ

to cover his face

ସେମାନେ ମୁହଁରେ ଲୁଗା ଗୋଡାଇଲେ କିମ୍ବା ଅନ୍ଧ ପୁତୁଲି, ଯେପରି ସେ କିଛି ଦେଖି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ମୁଖକୁ ଲୁଗାରେ ଢାଙ୍କି ଦେଲେ” (ଦେଖ: rc://*/ta/man/translate/figs-explicit)

Prophesy

ସେମାନେ ତାହାଙ୍କୁ ପରିହାସ କଲେ, ତାହାଙ୍କ ମୁହଁକୁ ଘୋଡାଇ ତାହାଙ୍କୁ ବିଧା ମାରୀ କହିବାକୁ ଲାଗିଲେ, ଟୁ ପରା ଭାବବାଦୀ I ଅନ୍ୟଏକ ଅନୁବାଦରେ: “ତୁମକୁ କିଏ ମାରିଲା ଭାବବାଣୀ କର” (ଦେଖ: rc://*/ta/man/translate/figs-explicit)

officers

ରାଜ୍ୟପାଳ ଗୃହର ପଦାତିକ ମାନେ