or_tn_old/mrk/14/62.md

1.7 KiB
Raw Permalink Blame History

I am

ଏହାର ଦ୍ବି-ଅର୍ଥ ଥିଲା ପରି ମନେହୁଏ: ୧) ମହାଯାଜକର ପ୍ରଶ୍ନର ଉତ୍ତର ଦେଇ ଓ ) ଆପଣାକୁ ସମ୍ବୋଧନ କରି “ଆମ୍ଭେ” ପୁରାତନ ନିୟମରେ ଯାହା ଈଶ୍ବର ଆପଣାକୁ ସମ୍ବୋଧନ କରନ୍ତି I

he sits at the right hand of power

ଏଠାରେ “ମହା ପରାକ୍ରମ” ଈଶ୍ବରଙ୍କୁ ଉପସ୍ଥାପନା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ ଉପବିଷ୍ଟ ହେବା“ ଈଶ୍ବରଙ୍କଠାରୁ ମହା ସମ୍ମାନ ଓ ଅଧିକାର ଗ୍ରହଣ କରିବା ନିମନ୍ତେ ଏକ ସଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ସେ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ବରେ ଉପବିଷ୍ଟ ହେବାର ତୁମେ ଦେଖିବ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/translate-symaction]])

comes with the clouds of heaven

ଏଠାରେ ମେଘମାଳା ଯୀଶୁଙ୍କ ଆଗମନରେ ତାହାଙ୍କ ସଙ୍ଗରେ ଥିବା ପରି ବର୍ଣ୍ଣନା କରାଯାଇଛି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେ ଆକାଶର ମେଘମାଳାରେ ଆଗମନ କରିବା ଦେଖିବ” (ଦେଖ: rc://*/ta/man/translate/figs-metaphor)