or_tn_old/mrk/14/55.md

1.6 KiB

Now

ଏହି ଶବ୍ଦ କାହାଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଛି ଯେପରି ଲେଖକ ଆମ୍ଭମାନଙ୍କୁ ଯୀଶୁଙ୍କ ବିଚାର ସମ୍ବନ୍ଧରେ ପ୍ରକାଶ କରନ୍ତି I

they might put him to death

ସେଠାରେ ସମସ୍ତେ ଯୀଶୁଙ୍କୁ କୃଶରେ ଚଢାଇବା ଲୋକମାନଙ୍କ ମଧ୍ୟରୁ ନଥଲେ; ବରଂ, ସେମାନେ ଏହାକୁ କରିବା ନିମନ୍ତେ କାହାକୁ ଆଦେଶକୁ ଅପେକ୍ଷା କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ଯୀଶୁଙ୍କୁ ବଧ କରିବାକୁ ଚାହୁଁଥିଲେ” କିମ୍ବା “ସେମାନଙ୍କ ମଧ୍ୟରୁ କେହିଜଣେ ଯୀଶୁଙ୍କୁ ବଧ କରିବେ” (ଦେଖ: rc://*/ta/man/translate/figs-metonymy)

But they did not find any

ଯୀଶୁଙ୍କ ବିରୁଦ୍ଧରେ ସେମାନେ ସାକ୍ଷ୍ୟ ପାଇଲେ ନାହିଁ ଯେପରି ତାହାଙ୍କୁ ଦୋଷାରୋପ କରି ପାରିବେ ଓ ତାହାଙ୍କୁ ବଧ କରି ପାରିବେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିରୁଦ୍ଧରେ ଦୋଷାରୋପ ସାକ୍ଷ୍ୟ ଅନୁସନ୍ଧାନ କରିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-explicit)