or_tn_old/mrk/14/41.md

1.8 KiB

He came the third time

ଯୀଶୁ ଯାଇ ପୁଣି ପ୍ରାର୍ଥନା କଲେ I ପୁଣି ସେ ତୃତୀୟ ଥର ସେମାନଙ୍କ ପାଖକୁ ଆସିଲେ I ଏହି ବିଷୟକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପରେ ସେ ଯାଇ ପ୍ରାର୍ଥନା କଲେ I ସେ ତୃତୀୟ ଥର ଆସି ଦେଖିଲେ” (ଦେଖ: rc://*/ta/man/translate/figs-explicit)

Are you still sleeping and taking your rest?

ଯୀଶୁ ଶିଷ୍ୟମାନେ ଜାଗ୍ରତ ରହି ପ୍ରାର୍ଥନା ନକରିବାରୁ ବିରକ୍ତ ପ୍ରକାଶ କଲେ I ଯଦି ଆବଶ୍ବକ ହୁଏ ଏହାକୁ ଏକ ଉକ୍ତି ଭାବରେ ବ୍ୟାଖ୍ୟାତ୍ମକ ପ୍ରଶ୍ନ କରି ଅନୁବାଦ କର I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଏପର୍ଯ୍ୟନ୍ତ ଶୋଇଅଛ ଓ ବିଶ୍ରାମ କରୁଅଛ !” (ଦେଖ: rc://*/ta/man/translate/figs-rquestion)

The hour has come

ଯୀଶୁଙ୍କ ଦୁଖଭୋଗ ଓ ଶତ୍ରୁ ହସ୍ତରେ ସମର୍ପଣ ହେବା ସମୟ ଉପସ୍ଥିତ I

Look!

ଶୁଣ !

The Son of Man is being betrayed

ଯୀଶୁ ଶିଷ୍ୟମାନଙ୍କୁ ଚେତନା ଦେଉଛନ୍ତି ଯେ ଶତ୍ରୁମାନେ ପହଞ୍ଚି ଗଲେଣି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ମନୁଷ୍ୟ ପୁତ୍ର, ସମର୍ପିତ ହେବାକୁ ଯାଉଅଛି“ (ଦେଖ: rc://*/ta/man/translate/figs-activepassive)