or_tn_old/mrk/14/36.md

1.5 KiB

Abba

ଏହି ଶବ୍ଦ ଯିହୁଦୀ ସନ୍ତାନମାନେ ସେମାନଙ୍କର ପିତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କଲେ I ଯେହେତୁ ଏହା “ପିତା” ଦ୍ବାରା ଅନୁଗମନ କରେ, ଏହି ଶବ୍ଦ ଆକ୍ଷରିକ ଭାବରେ ଅନୁବାଦ କରିବା ଉତ୍ତମ ହେବ I (ଦେଖ: rc://*/ta/man/translate/translate-transliterate)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

Remove this cup from me

ଯୀଶୁ ଦୁଖଭୋଗ ବିଷୟରେ କହୁଛନ୍ତି ଯାହା ସେ କ୍ଲେଶଭୋଗ କରିବେ ଯେପରି ଏହା ଏକ ପାନପାତ୍ର ଥିଲା I (ଦେଖ: rc://*/ta/man/translate/figs-metonymy)

But not my will, but yours

ଯୀଶୁ ଈଶ୍ବର ଯାହା ଇଛା କରୁଛନ୍ତି କରିବାକୁ ପ୍ରାର୍ଥନା କରୁଛନ୍ତି ଓ ଯୀଶୁଙ୍କ ଇଛା ନୁହେଁ I ଅନ୍ୟଏକ ଅନୁବାଦରେ: “କିନ୍ତୁ ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ I” (ଦେଖ: rc://*/ta/man/translate/figs-ellipsis)