or_tn_old/mrk/14/29.md

904 B

Even if all fall away, I will not

ମୁଁ ସମ୍ପୁର୍ଣ୍ଣ ରୁପେ ପ୍ରକାଶ କରିବି ନାହିଁ ଯେପରି “ମୁଁ ବିଘ୍ନ ପାଇବି ନାହିଁ I” “ବିଘ୍ନ ପାଇବି ନାହିଁ” ବାକ୍ୟାଂଶ ଦ୍ବି-ନାସ୍ତିବାଚକ ଶବ୍ଦ କିନ୍ତୁ ଆସ୍ତିବାଚକ ଅର୍ଥ ପ୍ରକାଶ କରେ I ଯଦି ଆବଶ୍ବକ ହୁଏ ତେବେ ଏହାକୁ ଆସ୍ତିବାଚକ ଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ମୁଁ ତୁମ ସହିତ ରହିବି” (ଦେଖ: [[rc:///ta/man/translate/figs-ellipsis]] ଓ [[rc:///ta/man/translate/figs-doublenegatives]])