or_tn_old/mrk/14/22.md

1.1 KiB

bread

ଏହା ଏକ ଖମିର ଶୁନ୍ୟ ରୋଟୀ ଥିଲା, ଯାହା ନିସ୍ତାର ପର୍ବର ଭୋଜର ଏକ ଅଂଶ ଥିଲା I

broke it

ଏହାର ଅର୍ଥ ଯେ ସେ ଲୋକମାନେ ଖାଇବା ପାଇଁ ଏକ ରୋଟୀ ନେଇ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ I ଅନ୍ୟଏକ ଅନୁବାଦରେ: “ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ” (ଦେଖ: rc://*/ta/man/translate/figs-explicit)

Take this. This is my body

ଏହି ରୋଟୀ ନିଅ I ଏହା ମୋହର ଶରୀର I ଯଦିଓ ଅନେକ ଏହାକୁ ବୁଝି ପାରିଲେ ନାହି ଯେ ଏହାର ଅର୍ଥ ରୋଟୀ ଯୀଶୁଙ୍କ ଶରୀରର ନିଦର୍ଶନ ଓ ଏହା ପ୍ରକୃତ ମାଂସ ନଥିଲା, ଏହି ଉକ୍ତିକୁ ଆକ୍ଷରିକଭାବେ ଅନୁବାଦ କରିବା ନିମନ୍ତେ ଉପଯୁକ୍ତ ଅଟେ I (ଦେଖ: rc://*/ta/man/translate/writing-symlanguage)