or_tn_old/mrk/14/14.md

729 B

The Teacher says, ""Where is my guest room ... with my disciples?

ଏହାକୁ ପରୋକ୍ଷ ଉକ୍ତିରେ ଲେଖାଯାଇ ପାରିବ I ଏହାକୁ ବିନତୀ କରୁଥିବା ପରି ଅନୁବାଦ କର I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ଗୁରୁ ପଚାରୁ ଅଛନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବର ଭୋଜ କେଉଁ ଅତିଥି ଶାଳାରେ ପାଳନ କରିବେ I” (ଦେଖ: rc://*/ta/man/translate/figs-quotations)

guest room

ଅତିଥିମାନଙ୍କ ନିମନ୍ତେ ଗୃହ