1.2 KiB
1.2 KiB
General Information:
ଏହା ଈଶ୍ବରଙ୍କ ବାକ୍ୟରେ ଏହି ଶାସ୍ତ୍ରଂଶ ବହୁ ଆଗରୁ ଲେଖାଯାଇ ଅଛି I
Have you not read this scripture?
ଯୀଶୁ ଲୋକମାନଙ୍କୁ ଶାସ୍ତ୍ରଂଶକୁ ମନେ ପକାଇ ଦେଲେ I ସେ ଏଠାରେ ସେ ଏକ ବ୍ୟାଖ୍ୟାତ୍ମକ ପ୍ରଶ୍ନ ମାଧ୍ୟମରେ ସେମାନଙ୍କୁ ଧମକ ଦେଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚୟ ସେହି ଶାସ୍ତ୍ରଂଶ ପଢି ଅଚ୍ଛ” I କିମ୍ବା “ତୁମ୍ଭେମାନେ ସେହି ଶାସ୍ତ୍ର ମନେ ପକାଇବା ଉଚିତ I” (ଦେଖ: rc://*/ta/man/translate/figs-rquestion)
has been made the cornerstone
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାକୁ କୋଣର ପ୍ରସ୍ତର କଲେ”