2.2 KiB
for he was teaching his disciples
ଯୀଶୁ ବ୍ୟକ୍ତିଗତ ଭାବରେ ଶିଷ୍ୟମାନଙ୍କୁ, ଲୋକସମୁହଠାରୁ ଦୁରରେ ଶିକ୍ଷା ଦେଲେ I ଏହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଏହି କଥା କହି ଶିକ୍ଷା ଦେଉଥିଲେ” (ଦେଖ: rc://*/ta/man/translate/figs-explicit)
The Son of Man will be delivered
ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ” (ଦେଖ: rc://*/ta/man/translate/figs-activepassive)
The Son of Man
ଏଠାରେ ଯୀଶୁ ମନୁଷ୍ୟ ପୁତ୍ର ଭାବେ ଆପଣାକୁ ଦର୍ଶାଉଛନ୍ତି I ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I “ମୁଁ ମନୁଷ୍ୟ ପୁତ୍ର” (ଦେଖ: rc://*/ta/man/translate/guidelines-sonofgodprinciples)
into the hands of men
ଏଠାରେ “ହାତରେ” ସଂଯମର ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ମାନଙ୍କ ହସ୍ତରେ” କିମ୍ବା “ଯାହାଫଳରେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ” (ଦେଖ: rc://*/ta/man/translate/figs-metonymy)
When he has been put to death, after three days he
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ତାହାଙ୍କୁ ବଧ କରିବେ ଓ ତିନିଦିନ ପରେ, ସେ” (ଦେଖ: rc://*/ta/man/translate/figs-activepassive)