or_tn_old/mrk/08/28.md

1.0 KiB

They answered him and said

ସେମାନେ ତାହାଙ୍କୁ ଉତ୍ତର ଦେଲେ

John the Baptist

ଏଥିରେ ଶିଷ୍ୟମାନେ କହି କେହି ଯୀଶୁ କିଏ ଥିଲେ କୁହନ୍ତି I ଏହା ଅଧିକ ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହି କେହି ବାପ୍ତିଜକ ଯୋହନ କହନ୍ତି” (ଦେଖ: rc://*/ta/man/translate/figs-explicit)

Others say ... others

“ଅନ୍ୟମାନେ” ଶବ୍ଦ ଅନ୍ୟ ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ପ୍ରଶ୍ନରେ ସେମାନଙ୍କ ଉତ୍ତରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ ଅନ୍ୟ କେହି କେହି କହନ୍ତି ତୁମେ ... ଅନ୍ୟ କେହି କେହି କହନ୍ତି ତୁମେ” (ଦେଖ: rc://*/ta/man/translate/figs-ellipsis)