or_tn_old/mrk/07/12.md

2.8 KiB

General Information:

୧୧ ଓ ୧୨ ପଦରେ, ଯୀଶୁ ଦେଖାଇଛନ୍ତି ଯେ କିପରି ଫାରୁଶୀମାନେ ଈଶ୍ବରଙ୍କ ଅଜ୍ଞା ପାଳନ ନକରି ପିତା ମାତାଙ୍କୁ ସମାଦର କରିବା ବିଷୟରେ ଶିକ୍ଷା ଦିଅନ୍ତି I ୧୧ ପଦରେ ଯୀଶୁ ପ୍ରକାଶ କଲେ ଯେ ଯିହୁଦୀମାନେ ଲୋକାମାନେ ସେମାନଙ୍କ କେଉଁ ଅଧିକାର ବିଷୟରେ କହିବା ପାଇଁ ଅନୁମତି ଦେଇଛନ୍ତି, ଓ ୧୨ ପଦରେ ଯେଉଁ ଲୋକମାନେ ସେମାନଙ୍କ ପିତାମାତାଙ୍କୁ ସମାଦର କରନ୍ତି ସେମାନଙ୍କ ପ୍ରତି ଫାରୁଶୀମାନଙ୍କର ମନୋଭାବ ସମ୍ବନ୍ଧରେ ସେ କହିଲେ I ଏହି ତଥ୍ୟ ଗୁଡିକୁ ପୁନର୍ବାର ସଜାଡି ଉଲ୍ଲେଖ କରାଯାଇ ପାରିବ I ପ୍ରଥମେ ଯେଉଁମାନେ ପିତାମାତାଙ୍କୁ ସାହାଯ୍ୟ କରିବା ବିଷୟରେ ଫାରୁଶୀମାନଙ୍କ ମନୋଭାବ ଓ ପରେ ସେହି ମନୋଭାବ କିପରି ପ୍ରକାଶିତ ହୁଏ ଯେ କ’ଣ ଫାରୁଶୀମାନେ ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧରେ ଅନୁମତି ଦିଅନ୍ତି I (ଦେଖ: rc://*/ta/man/translate/translate-versebridge)

then you no longer permit him to do anything for his father or his mother

ଏପରି କରିବା ଦ୍ବାରା, ଲୋକମାନେ ପିତାମାତାଙ୍କ ଆବଶ୍ୟକତା ଯୋଗାଇ ନଦେବା ପାଇଁ ଫାରୁଶୀମାନେ ଅନୁମତି ଦିଅନ୍ତି, ଯଦି ସେମାନେ ଈଶ୍ବରଙ୍କୁ ପ୍ରତିଜ୍ଞା କରିଥିବା ମାନତା ଯାହା ସେ ସେମାନଙ୍କୁ ଦେବା ଉଚିତ I ତୁମେ ଏହି ଶବ୍ଦଗୁଡିକୁ କ୍ରମାନ୍ଵୟରେ ସଜାଡି ରଖ ଆଗରୁ ଯେଉଁ ଶବ୍ଦ ଆରମ୍ଭ ହେଉଛି “ଯାହାକିଛି ସାହାଯ୍ୟ କରିବା” ୧୧ ପଦରେ. “କେହି ଯେବେ ପିତା କି ମାତାଙ୍କୁ କହେ, ମୋ’ଠାରୁ ଯାହା ଦ୍ବାରା ତୁମ୍ଭର ଉପକାର ହୋଇ ଥାଆନ୍ତା, ତାହା ‘କର୍ବାନ’ (ଅର୍ଥାତ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ମାନତ ହୋଇଅଛି’)” (ଦେଖ: rc://*/ta/man/translate/figs-explicit)