or_tn_old/mrk/01/02.md

1.3 KiB

before your face

ଏହା ଏକ ରୁଢି ଅଟେ ଯାହାର ଅର୍ଥ “ତୁମ୍ଭ ଆଗରେ I” (ଦେଖ: rc://*/ta/man/translate/figs-idiom)

your face ... your way

ଏଠାରେ “ତୁମ୍ଭର” ଶବ୍ଦ ଯୀଶୁଙ୍କୁ ବୁଝାଏ ଓ ଏକ ବଚନ ଅଟେ I ଯେତେବେଳେ ଏହାକୁ ତୁମେ ଅନୁବାଦ କରିବ, ସର୍ବନାମ “ତୁମ୍ଭ ମାନଙ୍କର“ ବ୍ୟବହାର କର କାରଣ ଏହା ଜଣେ ଭାବବାଦୀଙ୍କଠାରୁ ଉଦ୍ଧୃତ ବାକ୍ୟ ଅଟେ, ଓ ସେ ଯୀଶୁଙ୍କ ନାମ ବ୍ୟବହାର କରି ନାହାନ୍ତି I (ଦେଖ: rc://*/ta/man/translate/figs-you)

the one

ଏହା ଦୁତ କୁ ବୁଝାଏ I

will prepare your way

ଏପରି କରିବା ପ୍ରଭୁଙ୍କ ଆସିବା ନିମନ୍ତେ ପଥ ପ୍ରସ୍ତୁତ କରିବାକୁ ଉପସ୍ଥାପନା କରେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଆଗମନ ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ” (ଦେଖ: rc://*/ta/man/translate/figs-metaphor)