or_tn_old/mat/28/07.md

1.9 KiB

tell his disciples, 'He has risen from the dead. See, he is going ahead of you to Galilee. There you will see him.'

ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଏକ ଉଦ୍ଧୃତ ବାକ୍ୟ ଅଟେ I ଏହାକୁ ଗୋଟିଏ ପରୋକ୍ଷ ଉକ୍ତିଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ଯେ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି ଓ ପୁଣି ଦେଖ ଯୀଶୁ ତୁମ୍ଭମାନଙ୍କ ଆଗେ ଗାଲିଲିକୁ ଯାଉଛନ୍ତି ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ” (ଦେଖ: rc://*/ta/man/translate/figs-quotesinquotes)

He has risen

ସେ ଜୀବନକୁ ଫେରି ଆସିଛନ୍ତି

from the dead

ଯେଉଁ ସମସ୍ତେ ମୃତ୍ୟୁ ବରଣ କରିଥିଲେ I ଏହା ଭାବ ପ୍ରକାଶନ ପାତାଳରେ ଥିବା ସମସ୍ତ ମୃତ ଲୋକମାନଙ୍କୁ ଏକତ୍ର କରିବା ବର୍ଣନା କରେ I ସେମାନଙ୍କ ମଧ୍ୟରୁ ଉତ୍ଥିତ ହେବା ପ୍ରକାଶ କରେ ପୁନର୍ବାର ଜୀବିତ ହେବା I

going ahead of you ... you will see him

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ I ଏହା ସ୍ତ୍ରୀଲୋକ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

I have told you

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଏବଂ ଏହା ସ୍ତ୍ରୀଲୋକକୁ ବୁଝାଏ I (ଦେଖ: rc://*/ta/man/translate/figs-you)