or_tn_old/mat/27/64.md

2.4 KiB

command that the tomb be made secure

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମାଧିକୁ ସୁରକ୍ଷିତ ରଖିବା ନିମନ୍ତେ ତୁମ୍ଭର ସୈନିକମାନଙ୍କୁ ଆଜ୍ଞା କରନ୍ତୁ” (ଦେଖ: rc://*/ta/man/translate/figs-activepassive)

the third day

(ଦେଖ: rc://*/ta/man/translate/translate-ordinal)

his disciples may come and steal him

ତାହାଙ୍କ ଶିଷ୍ୟମାନେ ଆସିବେ ଓ ତାହାଙ୍କ ଶରୀରକୁ ଚୋରି କରିବେ

his disciples may ... say to the people, 'He has risen from the dead,' and

ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଏକ ଉଦ୍ଧୃତ ବାକ୍ୟ ଅଛି I ଏହାକୁ ପରୋକ୍ଷ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନେ ହୁଏତ … ଲୋକଙ୍କୁ କହିବେ ଯେ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ଓ ” (ଦେଖ: [[rc:///ta/man/translate/figs-quotesinquotes]] ଓ [[rc:///ta/man/translate/figs-quotations]])

from the dead

ଯେଉଁମାନେ ମହାନିଦ୍ରାପ୍ରାପ୍ତମାନଙ୍କ ମଧ୍ୟରୁ I ଏହା ଭାବନା ବର୍ଣ୍ଣନା କରେ ଯେ ସମସ୍ତ ମୃତବ୍ୟକ୍ତି ଏକତ୍ର ପାତାଳରେ ଥିଲେ I ସେମାନଙ୍କ ମଧ୍ୟରୁ ଉଠିବା ସେମାନଙ୍କୁ ଜୀବିତ କୁହାଯାଏ I

and the last deception will be worse than the first

ବୁଝି ହେଉଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏବଂ ଯଦି ସେମାନେ କହିବା ଦ୍ବାରା ଲୋକଙ୍କୁ ପ୍ରବଞ୍ଚନା କରନ୍ତି, ଶେଷ ପ୍ରବଞ୍ଚନା ଆହୁରି ମନ୍ଦ ହେବ ଯେଉଁ ଉପାୟରେ ସେ ଲୋକମାନଙ୍କୁ ପ୍ରବଞ୍ଚନା କରିଛି ଯେତେବେଳେ ସେ କହିଲେ ସେ ଖ୍ରୀଷ୍ଟ ଥିଲେ” (ଦେଖ: rc://*/ta/man/translate/figs-ellipsis)