or_tn_old/mat/27/29.md

1.2 KiB

a crown of thorns

ଗୋଟିଏ କଣ୍ଟାର ମୁକୁଟ ତିଆରି କରି କିମ୍ବା “କଣ୍ଟାଥିବା ଶାଖାରୁ ମୁକୁଟ ତିଆରି କଲେ”

a staff in his right hand

ସେମାନେ ଖଣ୍ଡିଏ ନଳ ଧରାଇଲେ ଯେପରି ଜଣେ ରାଜା ଧରନ୍ତି I ସେମାନେ ଏହିପରି ଭାବେ ଯୀଶୁଙ୍କୁ ପରିହାସ କଲେ I

Hail, King of the Jews

ସେମାନେ ଏହା କହି ଯୀଶୁଙ୍କୁ ପରିହାସ କଲେ I ସେମାନେ ଯୀଶୁଙ୍କୁ “ଯିହୁଦୀମାନଙ୍କର ରାଜା” କହୁଥିଲେ କିନ୍ତୁ ସେମାନେ ପ୍ରକୃତରେ ବିଶ୍ବାସ କଲେ ନାହିଁ ଯେ ସେ ଜଣେ ରାଜା ଥିଲେ I ପୁଣି ସେମାନେ ଯାହା କହୁଥିଲେ ତାହା ସତ୍ୟ ଅଟେ I (ଦେଖ: rc://*/ta/man/translate/figs-irony)

Hail

ଆମ୍ଭେମାନେ ତୁମ୍ଭକୁ ନମସ୍କାର କରୁଛୁ କିମ୍ବା “ତୁମ୍ଭେ ଦୀର୍ଘଜୀବୀ ହୁଅ”