or_tn_old/mat/27/15.md

1.0 KiB

Now

ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଥିଲା ତେଣୁ ମାଥିଉ ଯାହା ମାଥିଉ ୨୭:୧୭ରେ ଆରମ୍ଭରେ କଣ ଘଟିଥିଲା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ନିମନ୍ତେ ସୂଚନା ଦେଇ ପାରନ୍ତି I (ଦେଖ: rc://*/ta/man/translate/writing-background)

the feast

ଏହା ନିସ୍ତାର ପର୍ବ ପାଳନ ସମୟ ଅଟେ I

prisoner chosen by the crowd

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବନ୍ଦୀମାନଙ୍କ ମଧ୍ୟରୁ ତୁମେ କାହାକୁ ମନୋନିତ କରିବ” (ଦେଖ: rc://*/ta/man/translate/figs-activepassive)