or_tn_old/mat/27/09.md

1.6 KiB

General Information:

ଲେଖକ ପୁରାତନ ନିୟମ ଶାସ୍ତ୍ରକୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଯିହୁଦା ଆତ୍ମହତ୍ୟା କଲା ଯାହା ଭାବାବାଣୀକୁ ସଫଳ କଲା I

Then that which had been spoken by Jeremiah the prophet was fulfilled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଥିରେ ଯିରିମିୟଙ୍କ ଦ୍ବାରା ଉକ୍ତ ଏହି ବାକ୍ୟ ସଫଳ ହେଲା” (ଦେଖ: rc://*/ta/man/translate/figs-activepassive)

the price set on him by the people of Israel

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ଉପରେ ମୁଲ୍ୟ ନିରୁପଣ କରିଥିଲେ” (ଦେଖ: rc://*/ta/man/translate/figs-activepassive)

the people of Israel

ଏହା ଇସ୍ରାଏଲ ଲୋକମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ମୁଲ୍ୟ ନିରୁପଣ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲର କିଛି ଲୋକମାନେ” କିମ୍ବା “ଇସ୍ରାଏଲର ନେତାଗଣ“ (ଦେଖ: rc://*/ta/man/translate/figs-metonymy)