or_tn_old/mat/27/04.md

991 B

innocent blood

ଏହା ଏକ ରୁଢିପଦ ଅଟେ ଯାହା ଜଣେ ନିର୍ଦୋଷ ବ୍ୟକ୍ତିଙ୍କର ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ଯେ ମୃତ୍ୟୁଦଣ୍ଡ ପାଇବାକୁ ଯୋଗ୍ୟ ନୁହନ୍ତି” (ଦେଖ: rc://*/ta/man/translate/figs-idiom)

What is that to us?

ଯିହୁଦୀ ନେତାମାନେ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ଏଥିରେ ସେମାନଙ୍କର କଅଣ ଅଛି ଯାହା ଯିହୁଦା କହିଲେ I ଅନ୍ୟ ଏକ ଅନୁବାଦରେ: “ଏହା ଆମ୍ଭମାନଙ୍କର ସମସ୍ୟା ନୁହେଁ” କିମ୍ବା “ତାହା ତୁମର ସମସ୍ୟା !” (ଦେଖ: rc://*/ta/man/translate/figs-rquestion)