or_tn_old/mat/25/32.md

1.0 KiB

Before him will be gathered all the nations

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ଛାମୁରେ ସମସ୍ତ ଜାତିକୁ ଏକତ୍ର କରିବେ” (ଦେଖ: rc://*/ta/man/translate/figs-activepassive)

Before him

ତାହାଙ୍କ ଛାମୁରେ

all the nations

ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦେଶରୁ ସମସ୍ତ ଲୋକ” (ଦେଖ: rc://*/ta/man/translate/figs-metonymy)

as a shepherd separates the sheep from the goats

ଯୀଶୁ ସେ କିପରି ଲୋକମାନଙ୍କୁ ଅଲଗା କରିବେ ତାହାକୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ରୁପକ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-simile)