or_tn_old/mat/23/37.md

2.1 KiB

Connecting Statement:

ଯୀଶୁ ଯିରୁଶାଲମର ଲୋକମାନଙ୍କ ନିମନ୍ତେ ବିଳାପ କରୁଛନ୍ତି ଯେହେତୁ ସେମାନେ ଈଶ୍ବରଙ୍କର ପ୍ରତ୍ୟକ ଦୁତ୍ତମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି I

Jerusalem, Jerusalem

ଯୀଶୁ ଯିରୁଶାଲମ ନିବାସୀମାନଙ୍କୁ କହନ୍ତି ଯଦ୍ୟପି ସେମାନେ ସେହି ନଗରରେ ଥିଲେ I (ଦେଖ: [[rc:///ta/man/translate/figs-apostrophe]] ଓ [[rc:///ta/man/translate/figs-metonymy]])

those who are sent to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ” (ଦେଖ: rc://*/ta/man/translate/figs-activepassive)

your children

ଯୀଶୁ ଯିରୁଶାଲମକୁ ଜଣେ ମହିଳା ଓ ତାହାର ସନ୍ତାନଗଣ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ଲୋକମାନେ” କିମ୍ବା “ତୁମ୍ଭର ସନ୍ତାନଗଣ” (ଦେଖ: rc://*/ta/man/translate/figs-metaphor)

just as a hen gathers her chicks under her wings

ଏହା ଏକ ଉପମା ଅଟେ ଯାହା ଲୋକମାନଙ୍କ ନିମନ୍ତେ ଯୀଶୁଙ୍କ ପ୍ରେମ ଓ ସେ କିପରି ସେମାନଙ୍କର ଯତ୍ନ ନେଇଛନ୍ତି ତାହାକୁ ଗୁରୁତ୍ବାରୋପ କରେ I (ଦେଖ: rc://*/ta/man/translate/figs-simile)

hen

ମାଈ କୁକୁଡା I ତୁମେ ଏହାକୁ ଯେକୌଣସି ପକ୍ଷୀ ଯିଏ ତାହାର ଛୁଆମାନଙ୍କୁ ତାହାର ଡେଣାରେ ଘୋଡାଇ ସୁରକ୍ଷା ଦିଏ ସେହିପରି ଅନୁବାଦ କରିପାରିବ I (ଦେଖ: rc://*/ta/man/translate/translate-unknown)