637 B
637 B
in the days of our fathers
ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସମୟରେ
we would not have been participants with them
ଆମ୍ଭେମାନେ ସେମାନଙ୍କ ସହଭାଗୀ ହୋଇ ନଥାନ୍ତୁ
shedding the blood of
ଏଠାରେ “ରକ୍ତପାତ” ଜୀବନକୁ ବୁଝାଏ I ରକ୍ତପାତର ଅର୍ଥ ବଧ କରିବା I ଅନ୍ୟ ଏକ ଅନୁବାଦରେ: “ବଧ କରିବା” କିମ୍ବା “ହତ୍ୟା କରିବା” (ଦେଖ: rc://*/ta/man/translate/figs-metonymy)