or_tn_old/mat/20/30.md

1.2 KiB

There were two blind men sitting

ଏହା ବେଳେବେଳେ ଏପରି ଅନୁବାଦ ହୁଏ ଯେପରି “ଦେଖ, ଦୁଇଜଣ ଅନ୍ଧ ବ୍ୟକ୍ତି ବସିଥିଲେ I” ବିବରଣୀରେ ନୁତନ ବ୍ୟକ୍ତିଙ୍କ ବିଷୟରେ ମାଥିଉ ଆମ୍ଭମାନଙ୍କୁ ସଚେତନ କରନ୍ତି I ତୁମ ଭାଷାରେ ଏପରି କରିବାର କିଛି ଉପାୟ ଥାଇପାରେ I

When they heard

ଯେତେବେଳେ ଦୁଇ ଅନ୍ଧ ବ୍ୟକ୍ତି ଶୁଣିଲେ

was passing by

ସେ ସେମାନଙ୍କ ପଥ ଦେଇ ଯାଉଛନ୍ତି

Son of David

ଯୀଶୁ ଦାଉଦଙ୍କ ପ୍ରକୃତ ସନ୍ତାନ ନଥିଲେ, ଏଣୁ ଏହାକୁ ଏପରି ଅନୁବାଦ କରାଯାଇପାରିବ ଯେପରି “ରାଜା ଦାଉଦଙ୍କ ସନ୍ତାନ I” ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମସିହଙ୍କର ଏକ ସଜ୍ଞା ଅଟେ, ଏବଂ ଲୋକମାନେ ହୁଏତ ଯୀଶୁଙ୍କୁ ଏହି ସଜ୍ଞାରେ ସମ୍ବୋଧନ କରନ୍ତି I