or_tn_old/mat/20/28.md

2.7 KiB

the Son of Man ... his life

ଯୀଶୁ ଆପଣାକୁ ତୃତୀୟ ବଚନରେ କହୁଛନ୍ତି I ଯଦି ସମ୍ଭବ ହୁଏ, ତୁମେ ପ୍ରଥମ ବଚନରେ ଅନୁବାଦ କରିପାରିବ I (ଦେଖ: rc://*/ta/man/translate/figs-123person)

did not come to be served

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଆସିଛନ୍ତି” କିମ୍ବା “ସେବା ପାଇବାକୁ ନୁହେଁ ମାତ୍ର ଅନ୍ୟମାନଙ୍କର ସେବା କରିବାକୁ ଆସିଛନ୍ତି” (ଦେଖ: rc://*/ta/man/translate/figs-activepassive)

but to serve

ତୁମେ ବୁଝା ଯାଉଥିବା ତଥ୍ୟକୁ ସ୍ପଷ୍ଟ କରିପାର I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଅନ୍ୟମାନଙ୍କର ସେବା କରିବାକୁ” (ଦେଖ: rc://*/ta/man/translate/figs-ellipsis)

to give his life as a ransom for many

ଯୀଶୁଙ୍କ ଜୀବନ “ମୁକ୍ତିର ମୁଲ୍ୟ ସ୍ବରୁପେ” ଏକ ରୁପକ ଅଟେ ଯେଣୁ ସେ ପ୍ରାଣଦଣ୍ଡ ଭୋଗୀ ଅନ୍ୟମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଅନ୍ୟମାନଙ୍କ ନିମନ୍ତେ ମୁକ୍ତିର ମୁଲ୍ୟ ସ୍ବରୁପେ” କିମ୍ବା “ଅନେକଙ୍କୁ ମୁକ୍ତ କରିବା ନିମନ୍ତେ ମୁକ୍ତିର ମୁଲ୍ୟ ସ୍ବରୁପେ ଜୀବନ ଦେବା ନିମନ୍ତେ” (ଦେଖ: rc://*/ta/man/translate/figs-metaphor)

to give his life

ଜଣକର ପ୍ରାଣ ଦେବା ଏକ ରୁଢି ଅଟେ ଯାହାର ଅର୍ଥ ସ୍ବେଛାକୃତ ଭାବେ ମୃତ୍ୟୁବରଣ କରିବା I ସାଧାରଣତଃ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ I ଅନ୍ୟ ଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା” (ଦେଖ: rc://*/ta/man/translate/figs-idiom)

for many

ତୁମେ ବୁଝିଥିବା ତଥ୍ୟକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କ ନିମନ୍ତେ” (ଦେଖ: rc://*/ta/man/translate/figs-ellipsis)