or_tn_old/mat/20/23.md

1.7 KiB
Raw Permalink Blame History

My cup you will indeed drink

“ପାନ ପାତ୍ର” କିମ୍ବା “ପାନ ପାତ୍ରରୁ ପାନ କରିବା” ଏକ ରୁଢି ଅଟେ ଯାହାର ଅର୍ଥ ଦୁଖଭୋଗକୁ ଆଦରି ନେବା I ଅନ୍ୟ ଏକ ଅନୁବାଦ: “ତୁମ୍ଭେମାନେ ନିଶ୍ଚୟ ଦୁଖଭୋଗ କରିବ ଯେପରି ମୁଁ ଦୁଖଭୋଗ କରିବି” (ଦେଖ: rc://*/ta/man/translate/figs-idiom)

right hand ... left hand

ଏହା କ୍ଷମତା, ଅଧିକାର ଓ ସମ୍ମାନର ସ୍ଥିତିକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ :୨୧ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/figs-metonymy)

it is for those for whom it has been prepared by my Father

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତାଙ୍କ ଦ୍ବାରା ସ୍ଥାନ ପ୍ରସ୍ତୁତ କରା ଯାଇଛି, ଏବଂ ସେ ସେମାନଙ୍କୁ ଦେବେ ଯେଉଁମାନଙ୍କୁ ସେ ମନୋନୀତ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)