or_tn_old/mat/20/22.md

1.1 KiB

You do not know

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଓ ମାତା ଓ ପୁତ୍ରମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Are you able

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ, କିନ୍ତୁ ଯୀଶୁ କେବଳ ଦୁଇପୁତ୍ରଙ୍କ ସହିତ କଥା କହୁଛନ୍ତି I (ଦେଖ: rc://*/ta/man/translate/figs-you)

drink the cup that I am about to drink

“ପାତ୍ରରେ ପାନ କରିବାକୁ” କିମ୍ବା “ପାତ୍ରରୁ ପାନ କରିବା” ଏକ ରୁଢି ଅଟେ ଯାହାର ଅର୍ଥ ଦୁଖଭୋଗର ଅନୁଭୁତି I ଅନ୍ୟ ଏକ ଅନୁବାଦରେ: “ଭୋଗକର ମୁଁ ଯେଉଁ ଦୁଖଭୋଗ କରିବାକୁ ଯାଉଅଛି” (ଦେଖ: rc://*/ta/man/translate/figs-idiom)

They said

ଜେବଦୀଙ୍କ ପୁତ୍ରମାନେ କହିଲେ କିମ୍ବା “ଯାକୁବ ଓ ଯୋହନ କହିଲେ”