or_tn_old/mat/20/16.md

1.2 KiB

So the last will be first, and the first last

ଏଠାରେ “ପ୍ରଥମ” ଓ “ଶେଷ” ଲୋକମାନଙ୍କର ସ୍ଥିତି ବା ଗୁରୁତ୍ବକୁ ବୁଝାଏ I ଯୀଶୁ ବର୍ତ୍ତମାନ ଲୋକମାନଙ୍କର ସ୍ଥିତି ସହିତ ସେମାନଙ୍କ ସ୍ବର୍ଗ ରାଜ୍ୟର ସ୍ଥିତି ବିପରିତ ହେବ ବୋଲି ପ୍ରକାଶ କରୁଛନ୍ତି I ଦେଖ ଏହି ସମାନ ଉକ୍ତିକୁ ତୁମେ ମାଥିଉ ୧୯:୩୦ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେହିପରି ପଛରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡିବେ”

So the last will be first

ଏଠାରେ ଦୃଷ୍ଟାନ୍ତ ଶେଷ ହେଉଛି ଓ ଯୀଶୁ କହିବା ଜାରି ରଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ପୁଣି ଯୀଶୁ କହିଲେ, ‘ଏଣୁ ଶେଷ ଲୋକ ପ୍ରଥମ ହେବ”