or_tn_old/mat/20/08.md

952 B

ଯୀଶୁ ଦୃଷ୍ଟାନ୍ତ ଜାରି ରଖିଛନ୍ତି I (ଦେଖ: rc://*/ta/man/translate/figs-parables)

beginning from the last to the first

ତୁମେ ବୁଝି ପାରିଲା ଭଳି ସୂଚନା ସ୍ପଷ୍ଟ କର I ଅନ୍ୟ ଏକ ଅନୁବାଦରେ: “ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ଓ ପ୍ରାୟ ପାଞ୍ଚଟା ସମୟରେ ମୁଲ ଲଗାଯାଇଥିଲେ” କିମ୍ବା “ଶେଷ ଲୋକମାନଙ୍କୁ ପ୍ରଥମେ ମୁଲ ଦିଅ, ପୁଣି ପାଞ୍ଚଟା ସମୟରେ ଲଗାଯାଇଥିବା ଲୋକମାନଙ୍କୁ ମୁଲ ଦିଅ, ଓ ଶେଷରେ ପ୍ରଥମରେ ଲଗାଯାଇଥିବା ମଜୁରିଆମାନଙ୍କୁ ମୁଲ ଦିଅ”