or_tn_old/mat/18/16.md

691 B

so that by the mouth of two or three witnesses every word might be verified

ଏଠାରେ “ମୁଖ” ଓ “ବାକ୍ୟ” ଜଣେ ବ୍ୟକ୍ତି ଯାହା କହେ ତାହାକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ତୁମ ଭାଇର ବିଷୟରେ ସମସ୍ତ କଥା ସ୍ଥିର କରାଯିବ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])