or_tn_old/mat/18/13.md

665 B

If he finds it ... that did not go astray

ଏହା ଦୃଷ୍ଟାନ୍ତର ସମାପ୍ତି ଅଟେ ଯାହା ୧୨ପଦରେ “ଯଦି କେହି” ଶବ୍ଦ ସହିତ ଆରମ୍ଭ ହୋଇଥିଲା I (ଦେଖ: rc://*/ta/man/translate/figs-parables)

truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାକୁ ଗୁରୁତ୍ବାରୋପ କରେ I “ତୁମ୍ଭେ” ଶବ୍ଦ ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)