or_tn_old/mat/18/10.md

2.2 KiB

See that

ସାବଧାନ ଥାଅ ଯେ କିମ୍ବା “ନିଶ୍ଚିତ ହୁଅ ଯେ”

you do not despise any of these little ones

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛ ଜ୍ଞାନ କରନାହିଁ I ଏହାକୁ ଆସ୍ତିକବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି କ୍ଷୁଦ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ କର”

For I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I

that in heaven their angels always look on the face of my Father who is in heaven

ଯିହୁଦୀ ଶିକ୍ଷକମାନେ ଶିକ୍ଷା ଦିଅନ୍ତି ଯେ କେବଳ ଦାୟିତ୍ବବାନ ଦୁତଗଣ ଈଶ୍ବରଙ୍କ ଉପସ୍ଥିତିରେ ରହନ୍ତି I ଯୀଶୁଙ୍କ ଅର୍ଥରେ ଯେ ସେହି ଦାୟିତ୍ବବାନ ଦୁତଗଣ ଏହି କ୍ଷୁଦ୍ରମାନଙ୍କ ବିଷୟରେ ଈଶ୍ବରଙ୍କ ନିକଟରେ ପ୍ରକାଶ କରନ୍ତି I (ଦେଖ: rc://*/ta/man/translate/figs-explicit)

always look on the face of my Father

ଏହା ଏକ ରୁଢି ଅଟେ ଯାହାର ଅର୍ଥ ସେମାନେ ଈଶ୍ବରଙ୍କ ଉପସ୍ଥିତିରେ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସର୍ବଦା ମୋହର ପିତାଙ୍କ ନିକଟବର୍ତ୍ତୀ ଅଟନ୍ତି” କିମ୍ବା “ସର୍ବଦା ସେମାନେ ମୋହର ପିତାଙ୍କ ଉପସ୍ଥିତି ମଧ୍ୟରେ ରହନ୍ତି” (ଦେଖ: rc://*/ta/man/translate/figs-idiom)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ବୁଝାଏ I (ଦେଖ: rc://*/ta/man/translate/guidelines-sonofgodprinciples)