or_tn_old/mat/18/03.md

2.0 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗୁରୁତ୍ବ ଦିଏ I

unless you turn ... children, you will in no way enter

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନଙ୍କୁ ପରିବର୍ତ୍ତନ ହେବାକୁ ପଡିବ … ସାନପିଲା ପରି ପ୍ରବେଶ କରିବା ନିମନ୍ତେ” (ଦେଖ: rc://*/ta/man/translate/figs-doublenegatives)

become like little children

ଯୀଶୁ ରୁପକ ବ୍ୟବହାର କରି ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ଯେ ସେମାନେ କିଏ ଶ୍ରେଷ୍ଠ ଅଟନ୍ତି ଚିନ୍ତା କରିବା ଉଚିତ ନୁହେ, ସେମାନେ ସାନପିଲା ପରି ନମ୍ର ହେବା ନିମନ୍ତେ ଚେଷ୍ଟା କରିବା ଉଚିତ I (ଦେଖ: rc://*/ta/man/translate/figs-simile)

enter the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କର” କିମ୍ବା “ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ସଦସ୍ୟ ହୁଅ ଯେଉଁ ସମୟରେ ସେ ପୃଥିବୀରେ ତାହାଙ୍କ ରାଜତ୍ବ ପ୍ରତିଷ୍ଠା କରିବେ” (ଦେଖ: rc://*/ta/man/translate/figs-metonymy)