or_tn_old/mat/16/intro.md

3.5 KiB
Raw Permalink Blame History

ମାଥିଉ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଖମୀର

ଯୀଶୁ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ଯେପରି ଭାବେ ଶିକ୍ଷା ଦେଲେ ଯେପରି ସେ ଏକ ରୋଟୀ ଥିଲେ, ଓ ସେ ଲୋକମାନେ ଈଶ୍ବରଙ୍କ ବିଷୟରେ କଅଣ ଶିକ୍ଷା କରିଛନ୍ତି ତାହା କହିଲେ ଯେପରି ସେମାନେ ଖମୀର ଥିଲେ ଯାହା ରୋଟିକୁ ଫୁଲାଇ ଦିଏ ଓ ସେକା ରୋତୀକୁ ସ୍ବାଦିଷ୍ଟ କରେ I ସେ ଫାରୁଶୀ ଓ ସାଦ୍ଦୁକୀମାନଙ୍କର ଶିକ୍ଷା ତାହାଙ୍କ ଶିଷ୍ୟମାନେ ଶୁଣିବା ଚାହୁଁ ନଥିଲେ I ଯେହେତୁ ଯଦି ସେମାନେ ଶୁଣିବେ, ସେମାନେ ଈଶ୍ବର କିଏ ଓ ସେ କିପରି ତାହାଙ୍କ ଲୋକମାନେ ଜୀବନଯାପନ କରିବା ଚାହାନ୍ତି ତାହା ବୁଝିବେ ନାହି I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଉକ୍ତି

ଉପମା

ଯୀଶୁ ତାହାଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଲୋକମାନଙ୍କୁ ଅଜ୍ଞା କଲେ I ସେ ମଧ୍ୟ ତାହାଙ୍କୁ “ଅନୁଗମନ” କରିବାକୁ କହିଲେ I ଯେପରି ସେ କୌଣସି ଏକ ପଥରେ ଚାଲୁଛନ୍ତି ଓ ସେମାନେ ତାହାଙ୍କ ପଶ୍ଚାତଗମନ କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

ପ୍ରାକ ତଥ୍ୟ

ମାଥିଉ ୧୫ ଅଧ୍ୟାୟର ୧- ମଧ୍ୟରେ ତାହାଙ୍କ ଶିକ୍ଷା ଜାରି ରଖିଛନ୍ତି I ସେହି ଶିକ୍ଷା ୨୧ପଦରେ ଶେଷ ହୋଇଛି ଏଣୁ ମାଥିଉ ପାଠକମାନଙ୍କୁ ସୂଚନା ଦେଇ ପାରିବେ ଯେ ଯୀଶୁ ବାରମ୍ବାର ସେ ତାହାଙ୍କ ଶିଷ୍ୟମାନଙ୍କୁ କହି ଚାଲିଛନ୍ତି ଯେ ସେ ଯିରୁଶାଲମରେ ପହଞ୍ଚିବା ପରେ ଲୋକମାନେ ତାହାଙ୍କୁ ବଧ କରିବେ Iଏଥି ସହିତ -୨୭ପଦରେ କଣ ଘଟିଲା ଯେତେବେଳେ ପ୍ରଥମ ଥର ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ ଶିଷ୍ୟମାନଙ୍କୁ କହିଲେ I

ବିରୋଧୋକ୍ତି

ବିରୋଧୋକ୍ତି ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭଵ ବିଷୟକୁ ବର୍ଣ୍ଣନା କରିବା ଦେଖାଯାଏ I ଯୀଶୁ ଏକ ବିରୋଧୋକ୍ତି ବ୍ୟବହାର କରନ୍ତି, “ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଛା କରେ ସେ ତାହା ହରାଇବ, ଓ ଯେ ମୋ ନିମନ୍ତେ ଆପଣା ଜୀବନ ହରାଇବ ସେ ତାହା ପାଇବ”([ମାଥିଉ ୧୬:୨୫](../../mat /16/25.md)) I