or_tn_old/mat/16/05.md

784 B

Connecting Statement:

ଏଠାରୁ ଦୃଶ୍ବ ପରବର୍ତ୍ତୀ ସମୟକୁ ପରିବର୍ତ୍ତିତ ହୁଏ I ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଶିଷ୍ୟମାନଙ୍କୁ ସାବଧାନ କରିବା ନିମନ୍ତେ ସୁଯୋଗର ସଦାବ୍ୟବହାର କରନ୍ତି I

the other side

ତୁମେ ସୂଚନା ବୁଝିବା ନିମନ୍ତେ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ହ୍ରଦର ଆରପାରିରେ” କିମ୍ବା “ଗାଲିଲି ସମୁଦ୍ରର ଆରପାରିରେ” (ଦେଖ: rc://*/ta/man/translate/figs-ellipsis)