or_tn_old/mat/15/22.md

2.4 KiB

Behold, a Canaanite woman came

“ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଜଣେ ନୁତନ ବ୍ୟକ୍ତିଙ୍କ ବିଷୟରେ ସଚେତନ କରେ I ତୁମ ଭାଷାରେ ହୁଏତ ଏପରି କହିବା ନିମନ୍ତେ ଆଉ କିଛି ଉପାୟ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ଜଣେ କିଣାନିୟା ସ୍ତ୍ରୀ ଆସିଲା”

a Canaanite woman came out from that region

ସେହି ସୀମାରୁ ଜଣେ ସ୍ତ୍ରୀ ଯିଏକି କିଣାନିୟା ଜାତିର ଲୋକ ଥିଲା I ଏହି ସମୟରେ ଆଉ କିଣାନ ଦେଶ ନଥିଲା I ସୋର ଓ ସିଦୋନ ନଗରରେ ବାସ କରୁଥିବା ଲୋକଦଳ ମଧ୍ୟରୁ ଗୋଟିଏ ମଧ୍ୟରୁ ସେ ଜଣେ ଥିଲେ I

Have mercy on me

ଏହି ବାକ୍ୟାଂଶ ସୁଚିତ କରେ ଯେ ସେ ବିନତୀ କରି କହିଲା ଯେପରି ଯୀଶୁ ତାହାର ଝିଅକୁ ସୁସ୍ଥ କରିବେ I ଅନ୍ୟ ଏକ ଅନୁବାଦରେ: “ମୋତେ ଦୟା କରନ୍ତୁ ଓ ମୋର ଝିଅକୁ ସୁସ୍ଥ କରନ୍ତୁ” (ଦେଖ: rc://*/ta/man/translate/figs-explicit)

Son of David

ଯୀଶୁ ଦାଉଦଙ୍କ ବଂଶ ଜାତ ସନ୍ତାନ ନଥିଲେ, ତେଣୁ ଏହାକୁ “ଦାଉଦଙ୍କ ସନ୍ତାନ” ଭାବେ ଅନୁବାଦ କରାଯାଇପାରିବ I ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଏବଂ ହୁଏତ ସେହି ସ୍ତ୍ରୀ ଲୋକ ଏହି ସଜ୍ଞା ଦ୍ବାରା ଯୀଶୁଙ୍କୁ ଡାକୁଥିଲା I

My daughter is severely demon-possessed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ଝିଅକୁ ଅତି ଭୟଙ୍କର ଭାବରେ ଭୁତ ଲାଗିଅଛି” କିମ୍ବା “ମୋର ଝିଅକୁ ଭୁତ ଭୟଙ୍କର ଭାବେ ପୀଡା ଦେଉଅଛି” (ଦେଖ: rc://*/ta/man/translate/figs-activepassive)