or_tn_old/mat/14/03.md

1.7 KiB

General Information:

ମାଥିଉ ଦେଖାଇବା ନିମନ୍ତେ ବାପ୍ତିଜକ ଯୋହନଙ୍କ ମୃତ୍ୟୁର କାହାଣୀକୁ ପୁନରାବୃତ୍ତି କରୁଛନ୍ତି ଯେ କାହିଁକି ହେରୋଦ ପ୍ରତିକ୍ରିୟା କଲେ ଯେତେବେଳେ ସେ ଯୀଶୁଙ୍କ ବିଷୟରେ ଶୁଣିଲେ I

ଏଠାରେ ଲେଖକ ପ୍ରକାଶ କରନ୍ତି ଯେ କିପରି ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କରିଥିଲେ I ଏହି ଘଟଣା ଏହି ପଦର ପୂର୍ବରୁ ଘଟି ଯାଇଅଛି I (ଦେଖ: rc://*/ta/man/translate/figs-events)

Herod had arrested John, bound him, and put him in prison

ଏହା ପ୍ରକାଶ କରେ ଯେ ହେରୋଦ ଏପରି କାର୍ଯ୍ୟ କଲେ ଯେହେତୁ ସେ ଅନ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ କରିବା ପାଇଁ ଆଦେଶ ଦେଲେ I ଅନ୍ୟ ଏକ ଅନୁବାଦରେ: “ହେରୋଦ ଆପଣା ଦାସମାନଙ୍କୁ ବାପ୍ତିଜକ ଯୋହନଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରିବା ନିମନ୍ତେ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-metonymy)

Philip's wife

ଫିଲିପ୍ ହେରୋଦଙ୍କ ଭାଇ ଥିଲେ I ହେରୋଦ ଆପଣା ଭାଇର ସ୍ତ୍ରୀକୁ ନିଜ ସ୍ତ୍ରୀକରି ରଖିଲେ I (ଦେଖ: rc://*/ta/man/translate/translate-names)