or_tn_old/mat/14/01.md

840 B

General Information:

ଏହି ପଦଗୁଡିକ ହେରୋଦଙ୍କ ପ୍ରତିକ୍ରିୟାକୁ ପ୍ରକାଶ କରେ ଯେତେବେଳେ ସେ ଯୀଶୁଙ୍କ ବିଷୟରେ ଶୁଣିଲେ I ଏହି ଘଟଣାର କିଛିସମୟ ପରେ ଘଟଣାର ବର୍ଣ୍ଣନାତ୍ମକ ଅନୁକରଣ କରେ I (ଦେଖ: rc://*/ta/man/translate/figs-events)

About that time

ସେହି ସମୟରେ କିମ୍ବା “ଯେଉଁ ସମୟରେ ଯୀଶୁ ଗାଲିଲିରେ ସେବାକାର୍ଯ୍ୟ କରୁଥିଲେ”

heard the news about Jesus

ଯୀଶୁଙ୍କ ବିଷୟରେ ଶୁଣିଲେ କିମ୍ବା “ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ଶୁଣିଲେ”