or_tn_old/mat/13/intro.md

4.4 KiB

ମାଥିଉ ୧୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରନ୍ତି I ULT ୧୩:୧୪-୧୫ ପଦର ପଦ୍ୟରେ ଏପରି କରେ, ଯାହା ପୁରାତନ ନିୟମରୁ ଶବ୍ଦ ଗୁଡିକ ଅଟନ୍ତି I

ଏହି ଅଧ୍ୟାୟ ଏକ ନୁତନ ଭାଗ ଆରମ୍ଭ କରେ I ଏହି ଅଧ୍ୟାୟ ସ୍ବର୍ଗରାଜ୍ୟ ବିଷୟରେ ଯୀଶୁଙ୍କ କେତେକ ଉପଦେଶ ଧାରଣ କରେ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର I

ରୁପକ

ଯୀଶୁ ସର୍ବଦା “ସ୍ବର୍ଗ” ଶବ୍ଦ ଉଚ୍ଚାରଣ କରନ୍ତି, ଯେତେବେଳେ ତାହାଙ୍କ ଶ୍ରୋତାମାନେ ଈଶ୍ବରଙ୍କ ବିଷୟରେ ଚିନ୍ତା କରନ୍ତି, ଯେଉଁମାନେ ସ୍ବର୍ଗରେ ବାସ କରନ୍ତି (ମାଥିଉ ୧୩:୧୧) I

ଅନ୍ତର୍ହିତ ସୂଚନା

ବକ୍ତା ସଧାରଣତଃ କିଛି କହନ୍ତି ନାହି ଯେପରି ସେମାନେ ଭାବନ୍ତି ସେମାନଙ୍କ ଶ୍ରୋତାମାନେ ବୁଝି ସାରିଛନ୍ତି I ଯେତେବେଳେ ମାଥିଉ ଲେଖିଲେ ଯେ ଯୀଶୁ “ସମୁଦ୍ର କୁଳରେ ବସିଲେ ” (ମାଥିଉ ୧୩:୧), ସେ ହୁଏତ ଆଶା କରନ୍ତି ତାହାଙ୍କ ଶ୍ରୋତାମାନେ ଜାଣିବେ ଯେ ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ନିମନ୍ତେ ଉଦ୍ୟତ ଅଟନ୍ତି I (ଦେଖ: rc://*/ta/man/translate/figs-explicit)

ଉପମା

ବକ୍ତା ବିଷୟବସ୍ତୁ ନିମନ୍ତେସର୍ବଦା ଏପରି କିଛିଶବ୍ଦ ବ୍ୟବହାର କରୁଛନ୍ତି ଯାହାକୁ ସ୍ପର୍ଶ କରାଯାଇ ପରେ କିମ୍ବା ସ୍ପର୍ଶ କରାଯାଇ ନପାରେ I ଯୀଶୁ କହିଲେ ବୀଜକୁ ପକ୍ଷୀ ଖାଇଗଲେ ବର୍ଣ୍ଣନା କରିବା ନିମନ୍ତେ କିପରି ଶୟତାନ ଯୀଶୁଙ୍କ ସମ୍ବାଦକୁ ବୁଝିବାରୁ କ୍ଷାନ୍ତ କରେ ([ମାଥିଉ ୧୩:୧୯] (../../mat/13/19.md))ରେ ବର୍ଣନା କରନ୍ତି I

ଅନ୍ୟ ସାମ୍ଭାବିତ ଅନୁବାଦକ ସମସ୍ୟା

ପରୋକ୍ଷ ଉକ୍ତି

ଏହି ଅଧ୍ୟାୟରେ ଅଧିକାଂଶ ବାକ୍ୟ ପ୍ରକାଶ କରେ ଯେ ଜଣେ ବ୍ୟକ୍ତିଙ୍କର କିଛି ନଘଟି ଏହା କେହି ଘଟାଇଥିବାର କାରଣ ହୁଏ I ଉଦାହରଣ ସ୍ବରୁପ, “ସେଗୁଡିକ ଶୁଖି ଗଲା” ([ମାଥିଉ ୧୩:୬] (../../mat/13/06.md)) I ତୁମେ ହୁଏତ ସେହି ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ଶ୍ରୋତାମାନଙ୍କୁ ପ୍ରକାଶ କରେ ଯେ କିଏ ସେହି କାର୍ଯ୍ୟ କରିଅଛି I (ଦେଖ: rc://*/ta/man/translate/figs-activepassive)

ଦୃଷ୍ଟାନ୍ତସମୁହ

ଦୃଷ୍ଟାନ୍ତ ଗୁଡିକ କ୍ଷୁଦ୍ର କାହାଣୀ ଥିଲେ ଯେପରି ଲୋକସମୁହକୁ ସେ ଯେଉଁ ଶିକ୍ଷା ଦେବା ନିମନ୍ତେ ଚେଷ୍ଟା କରୁଥିଲେ ସହଜରେ ଶିକ୍ଷାକୁ ବୁଝିପାରିବେ I ସେ ମଧ୍ୟ କାହାଣୀ କହିଛନ୍ତି ଯେପରି ଯେଉଁମାନେ ବିଶ୍ବାସ କରିବାକୁ ଚାହାନ୍ତି ନାହିଁ ଯେପରି ସେମାନେ ସତ୍ୟତାକୁ ବୁଝି ପାରିବେ ନାହିଁ (ମାଥିଉ ୧୩:୧୧) I