or_tn_old/mat/13/40.md

755 B

Connecting Statement:

ଯୀଶୁ କ୍ଷେତ୍ରରେ ଉଭୟ ଗହମ ଓ ବାଳୁଙ୍ଗା ବିଷୟରେ ଉପମା ଦେଇ ତାହାଙ୍କ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ସମାପ୍ତ କରନ୍ତି I

Therefore, as the weeds are gathered up and burned with fire

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ, ଯେପରି ଲୋକମାନେ ବାଳୁଙ୍ଗା ସବୁ ଏକତ୍ର କରି ନିଆଁରେ ପକାନ୍ତି” (ଦେଖ: rc://*/ta/man/translate/figs-activepassive)