or_tn_old/mat/13/27.md

1.1 KiB

Connecting Statement:

ଯୀଶୁ ଗୋଟିଏ କ୍ଷେତରେ ଉଭୟ ବାଳୁଙ୍ଗା ଓ ଗହମ ବଢ଼ିବା ବିଷୟରେ ଏକ ଉପମା କହିବା ଜାରି ରଖିଛନ୍ତି I

the landowner

ଏ ସେହି ସମାନ ବ୍ୟକ୍ତି ଯେ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ I

did you not sow good seed in your field?

ଦାସମାନେ ସେମାନଙ୍କ ଆଶ୍ଚର୍ୟ ହେବାକୁ ଗୁରୁତ୍ବାରୋପ କରି ଏକ ପ୍ରଶ୍ନ ପଚାରିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ କ୍ଷେତରେ ଉତ୍ତମ ବିହନ ବୁଣି ଥିଲ !” (ଦେଖ: rc://*/ta/man/translate/figs-rquestion)

did you not sow

ଜମି ମାଲିକ ସମ୍ଭବତଃ ଦାସମାନଙ୍କ ଦ୍ବାରା ବିହନ ବୁଣିଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ କଅଣ ବୁଣି ନଥିଲ” (ଦେଖ: rc://*/ta/man/translate/figs-metonymy)