or_tn_old/mat/13/02.md

639 B

so he got into a boat

ଏହା ସୁଚିତ କରେ ଯେ ଯୀଶୁ ଯାଇ ଏକ ନୌକାରେ ବସିଲେ କାରଣ ଏହା ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସହଜ (ଯୁକ୍ତିଯୁକ୍ତ) ହେବ I (ଦେଖ: rc://*/ta/man/translate/figs-explicit)

a boat

ଏହା ସମ୍ଭବତଃ ଏକ ଖୋଲା, ଜଳଯାତ୍ରା ସହିତ ମାଛ ଧରିବା ନିମନ୍ତେ ଉପଯୋଗୀ କାଠରେ ତିଆରି ନୌକା ଅଟେ I (ଦେଖ: rc://*/ta/man/translate/translate-unknown)