or_tn_old/mat/10/08.md

2.8 KiB

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ସେମାନେ ଯେତେବେଳେ ପ୍ରଚାର କରିବାକୁ ଯିବେ ସେମାନେ କ”ଣ କରିବା ଉଚିତ ସେହି ବିଷୟରେ ସୂଚନା ଦେବା ଜାରି ରଖିଛନ୍ତି I

Heal ... raise ... cleanse ... cast out ... you have received ... give

ଏହି କ୍ରିୟା ଓ ସର୍ବନାମଗୁଡିକ ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

raise the dead

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: ”ପୁନର୍ବାର ଜୀବନ ଦେବା ନିମନ୍ତେ ମୃତମାନଙ୍କୁ ଉଠାଅ” (ଦେଖ: rc://*/ta/man/translate/figs-idiom)

Freely you have received, freely give

ଶିଷ୍ୟମାନେ ଯାହା ଗ୍ରହଣ କଲେ କିମ୍ବା ଯାହା ଦାନ କଲେ ତାହା ଯୀଶୁ କହିଲେ ନାହି I କେତେକ ଭାଷାରେ ହୁଏତ ବାକ୍ୟରେ ଏହି ସୂଚନା ଆବଶ୍ୟକ ହୋଇପାରେ I ଏଠାରେ “ବିନା ମୁଲ୍ୟରେ” ଅର୍ଥ ଯେ କୌଣସି ମୁଲ୍ୟଦେବା ନଥିଲା I ଅନ୍ୟ ଏକ ଅନୁବାଦରେ: “ଏହିସବୁ ବିଷୟ ତୁମେ ବିନା ମୁଲ୍ୟରେ ପାଇଅଛ, କିମ୍ବା ବିନା ମୁଲ୍ୟରେ ଅନ୍ୟମାନଙ୍କୁ ଦିଅ” ନତୁବା “ତୁମ୍ଭେମାନେ ବିନା ମୁଲ୍ୟରେ ଗ୍ରହଣ କରିଅଛ, ତେଣୁ ଅନ୍ୟମାନଙ୍କୁ ବିନା ମୁଲ୍ୟରେ ଦିଅ” (ଦେଖ: rc://*/ta/man/translate/figs-ellipsis)

Freely you have received, freely give

ଏଠାରେ “ପାଇଅଛ” ଏକ ରୁପକ ଅଟେ ଯାହା କିଛି ବିଷୟ କରିବାକୁ ସକ୍ଷମ ହେବା, ଓ “ଦିଅ” ଏକ ରୁପକ ଅଟେ ଯାହା ଅନ୍ୟମାନଙ୍କ ନିମନ୍ତେ କିଛି କରିବା”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମେ ବିନା ମୁଲ୍ୟରେ କିଛି କରିବାକୁ ସକ୍ଷମ ହୋଇଅଛ, ବିନା ମୁଲ୍ୟରେ ଅନ୍ୟମାନଙ୍କ ନିମନ୍ତେ କର” ନତୁବା “ବିନା ମୁଲ୍ୟରେ ମୁଁ ତୁମ୍ଭମାନଙ୍କୁ କିଛି କରିବାକୁ ସକ୍ଷମ କରିଛି, ସେଗୁଡିକ ଅନ୍ୟମାନଙ୍କ ନିମନ୍ତେ ବିନା ମୁଲ୍ୟରେ କର” (ଦେଖ:rc://*/ta/man/translate/figs-metaphor)