or_tn_old/mat/08/27.md

1.5 KiB

What sort of man is this, that even the winds and the sea obey him?

ଏପରିକି ପବନ ଓ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି ! ଏ କିପରି ବ୍ୟକ୍ତି ଅଟନ୍ତି ? ଏହି ଅଳଙ୍କାରିକ ପ୍ରଶ୍ନ ଶିଷ୍ୟମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: ଅନ୍ୟମାନଙ୍କ ପରି ଏପରି ବ୍ୟକ୍ତିଙ୍କୁ ଆମ୍ଭେ କେବେ ଦେଖିନାହୁଁ ! ଏପରିକି ପବନ ଓ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି !” (ଦେଖ: rc://*/ta/man/translate/figs-rquestion)

even the winds and the sea obey him

କାରଣ ଲୋକମାନେ କିମ୍ବା ପ୍ରାଣୀ ଆଜ୍ଞା ମାନିବା କିମ୍ବା ନମାନିଵା ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ, କିନ୍ତୁ ପବନ ଓ ଜଳ ଅଜ୍ଞା ମାନିବା ପ୍ରକୃତରେ ଆଶ୍ଚର୍ଯ୍ୟ ବିଷୟ ଅଟେ I ଏହି ବ୍ୟକ୍ତିତ୍ବ ବର୍ଣ୍ଣନା କରେ ଯେ ପ୍ରକୃତି ମଧ୍ୟ ମନୁଷ୍ୟ ସ୍ବରୁପ ଶୁଣନ୍ତି ଓ ପ୍ରତ୍ୟୁତ୍ତର କରନ୍ତି I (ଦେଖ: rc://*/ta/man/translate/figs-personification)