or_tn_old/mat/08/13.md

1.2 KiB

so may it be done for you

ଏଠାରେ “ବାହାରେ ଅନ୍ଧକାର” ଏକ ସ୍ଥାନ ନିମନ୍ତେ ଏକ ରୁପକ ଅଟେ ଯେଉଁଠାକୁ ଈଶ୍ବର ସେମାନଙ୍କୁ ପଠାଇବେ ଯେଉଁମାନେ ସେଗୁଡିକୁ ପ୍ରତ୍ୟାଖ୍ୟାନ କରନ୍ତି I ଏହା ଏକ ସ୍ଥାନ ଅଟେ ଯାହା ସମ୍ପୁର୍ଣରୁପେ ଅନନ୍ତକାଳ ନିମନ୍ତେ ଈଶ୍ବରଙ୍କଠାରୁ ପୃଥକ ଅଟେ I ଅନ୍ୟ ଏକ ଅନୁବାଦରେ: ଈଶ୍ବରଙ୍କଠାରୁ ବହୁଦୁରରେ ଅନ୍ଧକାର ସ୍ଥାନ” (ଦେଖ: rc://*/ta/man/translate/translate-symaction)

the servant was healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସେହି ଦାସକୁ ସୁସ୍ଥ କଲେ” (ଦେଖ: rc://*/ta/man/translate/figs-activepassive)

at that very hour

ଉପଯୁକ୍ତ ସମୟରେ ଯୀଶୁ କହିଲେ ସେ ସେହି ଦାସକୁ ସୁସ୍ଥ କରିବେ