or_tn_old/mat/08/04.md

2.2 KiB
Raw Permalink Blame History

to him

ଏହା ସେହି ବ୍ୟକ୍ତିଙ୍କୁ ବୁଝାଏ ଯାହାକୁ ଯୀଶୁ ସୁସ୍ଥ କରିଥିଲେ

say nothing to any man

କାହାକୁ କୁହ ନାହିଁ କିମ୍ବା “ମୁଁ ସୁସ୍ଥତା କରିଅଛି ବୋଲି କାହାକୁ କୁହ ନାହିଁ”

show yourself to the priest

ଯିହୁଦୀମାନଙ୍କ ବ୍ୟବସ୍ଥା ଆବଶ୍ୟକ କରେ ଯେ ସୁସ୍ଥତା ପାଇଥିବା ବ୍ୟକ୍ତି ଯାଜକଙ୍କୁ ଦେଖାଇବ, ତାପରେ ସେ ତାହାକୁ ଅନୁମତି ଦେବେ କିମ୍ବା ସମାଜକୁ ଫେରିବା ନିମନ୍ତେ ଅନୁମତି ଦେବେ, ଯେପରି ସେ ଅନ୍ୟ ଲୋକମାନଙ୍କ ସହ ବାସ କରିବ I (ଦେଖ:rc://*/ta/man/translate/figs-explicit)

offer the gift that Moses commanded, for a testimony to them

ମୋଶାଙ୍କ ବ୍ୟବସ୍ଥା ଆବଶ୍ୟକ କରେ ଯେ କେହିଜଣେ କୁଷ୍ଠ ରୋଗରୁ ସୁସ୍ଥ ହେଲେ ସେ ଧନ୍ୟବାଦାର୍ଥକ ନୈବେଦ ଯାଜକଙ୍କୁ ଦେବ I ଯେତେବେଳେ ଯାଜକ ନୈବେଦ୍ୟ ଗ୍ରହଣ କରନ୍ତି, ଲୋକମାନେ ଜ୍ଞାତ ହେବେ ଯେ ସେହି ବ୍ୟକ୍ତି କୁଷ୍ଠ ରୋଗରୁ ସୁସ୍ଥତା ପାଇଅଛି I କୁଷ୍ଠ ମାନଙ୍କୁ ସମାଜଚ୍ୟୁତ, ଗୋଷ୍ଥିରୁ ବହିଷ୍କାର କରାଯାଏ, ଯେପର୍ଯ୍ୟନ୍ତ ସେମାନଙ୍କର ସୁସ୍ଥତାର ପ୍ରମାଣ ମିଳିନାହିଁ I (ଦେଖ:rc://*/ta/man/translate/figs-explicit)

to them

ଏହା ସମ୍ଭବତଃ ବୁଝାଏ ୧) ଯାଜକ କିମ୍ବା ) ସମସ୍ତ ଲୋକ କିମ୍ବା ୩) ଯୀଶୁଙ୍କ ସମାଲୋଚକ I ଯଦି ସମ୍ଭବ ହୁଏ, ସର୍ବନାମ ବ୍ୟବହାର କର ଯେପରି ଏଗୁଡିକ ମଧ୍ୟରୁ କାହାକୁ ବୁଝାଉଥିବ I (ଦେଖ: rc://*/ta/man/translate/figs-pronouns)