or_tn_old/mat/07/intro.md

2.1 KiB

ମାଥିଉ ୦୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଯୀଶୁ ଏହି ଉପଦେଶ ଶିକ୍ଷାରେ ଅନେକ ବିଭିନ୍ନ ବିଷୟଗୁଡିକ କହିଛନ୍ତି, ଏଣୁ ତୁମେ ପାଠକମାନଙ୍କୁ ପାଠ୍ୟ ମଧ୍ୟରେ ଖାଲି ଗାର ଦ୍ବାରା ସାହାଯ୍ୟ କରିବା ନିମନ୍ତେ ଇଛା କରିପାର ଯେତେବେଳେ ଯୀଶୁ କୌଣସି ବିଷୟ ପରିବର୍ତ୍ତନ କରୁଛନ୍ତି I

ଏହି ଅଧ୍ୟାୟରେ ମୁଖ୍ୟ ଧାରଣା

ମାଥିଉ ୫-୭

ଅନେକ ଲୋକମାନେ ମାଥିଉ ୫-୭ରେ ବାକ୍ୟକୁ ପାର୍ବତ୍ୟ ଉପଦେଶ କହନ୍ତି I ଏହା ଏକ ବିସ୍ତୃତ ଶିକ୍ଷା ଅଟେ ଯାହା ଯୀଶୁ ଶିକ୍ଷା ଦେଇଥିଲେ I ବାଇବଲ ଏହି ଶିକ୍ଷାଗୁଡିକୁ ତିନିଟି ଅଧ୍ୟାୟରେ ଭାଗ କରିଛି, କିନ୍ତୁ ବେଳେବେଳେ ଏହା ପାଠକମାନଙ୍କୁ ଦ୍ବନ୍ଦରେ ପକାଏ I ଯଦି ତୁମର ଅନୁବାଦ ପାଠ୍ୟଗୁଡିକୁ ଭାଗ ଭାଗ କରିଥାଏ, ନିଶ୍ଚିତ ହୁଅ ଯେ ପାଠକ ଯେପରି ବୁଝି ପାରିବେ ଯେ ଏଗୁଡିକ ଏକ ବିସ୍ତୃତ ଶିକ୍ଷାର ଏକ ଉପଦେଶ ଶିକ୍ଷା ଅଟେ I

“ସେମାନଙ୍କ ଫଳ ଦ୍ବାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ”

ଶାସ୍ତ୍ରରେ ଫଳ ଏକ ସାଧାରଣ ଚିତ୍ର ଅଟେ I ଏହା ଭଲ କି ମନ୍ଦ କର୍ମର ପରିଣାମ ବିଷୟରେ ବର୍ଣ୍ଣନା କରେ I ଏହି ଅଧ୍ୟାୟରେ, ଭଲ ଫଳ ଈଶ୍ବରଙ୍କ ଅଜ୍ଞାଗୁଡିକ ବାଧ୍ୟ ହେବା ଅଟେ I (ଦେଖ: rc://*/tw/dict/bible/other/fruit)